ଲଦାଖର କାର୍ଗିଲ ନିକଟରେ ଭୂକମ୍ପ

ନୂଆଦିଲ୍ଲୀ : ଭାରତର ଜାତୀୟ ସେସମୋଲୋଜି ଅନୁଯାୟୀ ରବିବାର ସକାଳେ ଲଦାଖର କାର୍ଗିଲ ନିକଟରେ ୪.୭ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିବାର ସୂଚନା ମିଳିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲଦାଖର କାର୍ଗିଲର ୪୩୨ କିଲୋମିଟର ଉତ୍ତର-ଉତ୍ତର-ପଶ୍ଚିମ ଥିଲା ବୋଲି ଏଜେନ୍ସି କହିଛି। ଭୂପୃଷ୍ଠରୁ ୧୩୪ କିଲୋମିଟର ଗଭୀରରେ ଭୋର ୩:୩୭ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।

ମତାମତ ଦିଅନ୍ତୁ ।