ଲାଞ୍ଚ ନେଲାବେଳେ ଧରାପଡିଲେ ରାଜସ୍ଵ ନିରୀକ୍ଷକ

ଭୁବନେଶ୍ଵର : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ଜିଗ୍ନିପୁର ଆର ଆଇ ଅଚ୍ୟୁତାନନ୍ଦ ସେଠୀ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କୈଳାସ ଚନ୍ଦ୍ର ସ୍ଵାଇଁଙ୍କ ଜମି ମିଉଟେସନ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ସେଲ ତାଙ୍କୁ ଗିରଫ କରିଛି। ଅଚ୍ୟୁତାନନ୍ଦଙ୍କ ବାସଭବନ ହୀରାପୁର ଠାରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।