ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଭାବେ ଦାୟିତ୍ଵ ଗ୍ରହଣ କଲେ କ୍ରିଷନ କୁମାର

ଭୁବନେଶ୍ଵର : ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଆଜି କ୍ରିଷନ କୁମାର (ଆଇଏ ଏସ୍) ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଦାୟିତ୍ଵ ନେବାପରେ ସେ କହିଛନ୍ତି ଯେ ଶ୍ରୀମନ୍ଦିରର ବିକାଶ, ମହାପ୍ରଭୁଙ୍କ ନିର୍ବିଘ୍ନ ନୀତିକାନ୍ତିକୁ ଗୁରୁତ୍ଵ ଦେବେ। ଏହାଛଡ଼ା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।