ସମୁଦ୍ର କୂଳରୁ ମଇଳା ଉଠାଇଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମର୍ନିଂ ୱାକ ସମୟରେ ତାମିଲନାଡୁର ମହାବଳୀପୁରମ୍‌ ସମୁଦ୍ରକୂଳରୁ ମଇଳା ଉଠାଇଛନ୍ତି। ଏହାର ଫଟୋ ଓ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ଇତିମଧ୍ୟରେ ବହୁ ଲୋକ ଲାଇକ୍‌ କରିବା ସହିତ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି। ଏହାଦ୍ୱାରା ଏକ ସଚେତନତା ବାର୍ତ୍ତା ସୃଷ୍ଟି ହୋଇଥିବା କେତେକ ମତାମତ ଦେଇଛନ୍ତି। ମୋଦି ହାତରେ ପଲିଥିନ ବ୍ୟାଗ୍‌, ପ୍ଲାଷ୍ଟିକ୍‌ ବୋତଲ ଆଦି ଧରିଥିବା ଦେଖିବାକୁ ମିଳୁଛି। ମ

ମତାମତ ଦିଅନ୍ତୁ ।