ସମ‌୍‍ ହସ୍ପିଟାଲରେ ହେବ କୋଭିଡ ଭ୍ୟାକ୍‌ସିନ‌୍‍ ପରୀକ୍ଷଣ

ଭୁବନେଶ୍ୱର: ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ଭ୍ୟାକ୍‌ସିନ୍‌ର ପରୀକ୍ଷଣ। ମଣିଷ ଉପରେ ପରୀକ୍ଷଣ ଲାଗି ଇଣ୍ଡିଆନ୍‌ କାଉନସିଲ୍‌ ଫର୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମନୋନୀତ ଦେଇଛି। ଦେଶର ୧୩ ହସ୍ପିଟାଲ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଭାବେ ସମ୍ ହସ୍ପିଟାଲ ମନୋନୀତ ହୋଇଛି। ଏହି ସୂଚନା ଦେଇଛନ୍ତି ସମ୍‌ ହସ୍ପିଟାଲ କର୍ତ୍ତୃପକ୍ଷ।

ମତାମତ ଦିଅନ୍ତୁ ।