ସିଟି ସ୍କୁଲ ଶିକ୍ଷୟିତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ୱର : ରାଜଧାନୀର ୟୁନିଟ-୬ ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ଚାଲିଛି ଚଢଉ। ୯ଟି ପ୍ଲଟ, ୨ଟି ଘର, ବ୍ୟାଙ୍କ ବାଲାନ୍ସ ସହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଏତେ ଟଙ୍କାର ସମ୍ପତ୍ତି ଶିକ୍ଷୟିତ୍ରୀ କିପରି ଠୁଳ କଲେ ତାହାକୁ ନେଇ ସାଧାରଣରେ ଚାଲିଛି ଜୋରଦାର ଚର୍ଚ୍ଚା।

ମତାମତ ଦିଅନ୍ତୁ ।