ସୁପ୍ରିମକୋର୍ଟଙ୍କ ରାୟକୁ ମୁସଲିମ ପକ୍ଷ ସମ୍ମାନ ଦେବେ, କିନ୍ତୁ ସନ୍ତୁଷ୍ଟ ନୁହଁନ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଅଯୋଧ୍ୟ ରାୟକୁ ନେଇ ଅଲ ଇଣ୍ଡିଆ ମୁସଲିମ୍ ପର୍ସନଲ ଲ ବୋର୍ଡ୍ ସନ୍ତୁଷ୍ଟ ନୁହେଁ। ଏହା କହିଛନ୍ତି ମୁସଲିମ୍ ପକ୍ଷଙ୍କ ଓକିଲ ଜାଫରୟାବ ଜିଲାନୀ। ସେ କହିଛନ୍ତି କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛୁ କିନ୍ତୁ ସନ୍ତୁଷ୍ଟ ନୋହୁଁ। ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମୂଲ୍ୟାଙ୍କନ କରି ମୁସଲିମ୍ ପକ୍ଷ ଆଗାମୀ ପଦକ୍ଷେପ ନେବ ବୋଲି ଜିଲାନୀ କହିଛନ୍ତି।

ମତାମତ ଦିଅନ୍ତୁ ।