ସୁରକ୍ଷାବାହିନୀ ଗୁଳିରେ ଲଶ୍କର୍‌ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରର ସୋପୋର ଠାରେ ସୁରକ୍ଷାବାହିନୀ ଜବାନଙ୍କ ଗୁଳିରେ ଲଶ୍କର୍‌-ଏ-ତୈବାର ଜଣେ ଶୀର୍ଷସ୍ତରୀୟ ଆତଙ୍କବାଦୀର ମୃତ୍ୟୁ ହୋଇଛି। ନିହତ ଆତଙ୍କବାଦୀର ନାମ ଆସିଫ୍‌। ନିକଟରେ ସୋପୋର୍‌ରେ ଘଟିଥିବା ଗୁଳିକାଣ୍ଡ ପାଇଁ ସେ ଦାୟୀ। ଏଥିରେ ଜଣେ ଫଳ ବ୍ୟବସାୟୀଙ୍କ ପରିବାରର ତିନି ଜଣ ସଦସ୍ୟ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଆସ୍‌ମାନ୍‌ ଜାନ୍‌ ନାମକ ଏକ ସାନଝିଅ ଥିଲା। ଏହାଛଡା ଆଲମ୍‌ ଦାଦନ ଶ୍ରମିକ ଶାଫିକୁ ମଧ୍ୟ ଗୁଳି କରିଥିଲା।

ମତାମତ ଦିଅନ୍ତୁ ।