ସ୍ମିତାରାଣୀ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ୧୨ଘଣ୍ଟିଆ ଯାଜପୁର ବନ୍ଦ

ଭୁବନେଶ୍ଵର : ଯାଜପୁର ଜିଲ୍ଲାର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଯାଜପୁର ବନ୍ଦ ଡାକରା ଦିଆଯାଇଛି। ବିଜେପି କର୍ମୀମାନେ ସକାଳ ୬ଟାରୁ ପିକେଟିଂ କରି ଜାରକା ଓ ଯାଜପୁର ରୋଡ୍ ରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟକ ଗାଡ଼ି ଅଟକି ରହିଛି।

ମତାମତ ଦିଅନ୍ତୁ ।