ହଟ୍‌ ଫଟୋକୁ ନେଇ ଚର୍ଚ୍ଚାରେ ଶମା ସିକନ୍ଦର

ମୁମ୍ବାଇ : ଟେଲିଭିଜନ ଇଣ୍ଡଷ୍ଟ୍ରିରବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶମା ସିକନ୍ଦର। “ୟେ ମେରୀ ଲାଇଫ ହେ” ଧାରାବାହିକରେ ଅଭିନୟ କରି ହାସଲ କରିଛନ୍ତି ଅନେକ ଲୋକପ୍ରିୟତା। ନିଜର ବୋଲ୍ଡ ଓ ହଟ୍‌ ଫଟୋକୁ ସୋସିଆଲ ମିଡିଆରେ ସେୟାର କରି ସେ ହଇଚଇ ସୃଷ୍ଟି କରିଛନ୍ତି।

ଚର୍ଚ୍ଚାରେ ଅଭିନେତ୍ରୀ ଶମା ସିକନ୍ଦର। ସେକ୍ସି ପୋଜ୍‌ର ଫଟୋ ଓ ସୌନ୍ଦର୍ଯ୍ୟ ପାଇଁ ଶମାଙ୍କ ଇନ୍‌ଷ୍ଟାଗ୍ରାମରେ ଆସେ ଅନେକ ଲାଇକ୍‌ ଓ କମେଣ୍ଟ। ସେଥିପାଇଁ ଏଇ କିଛି ଦିନ ତଳେ ଶମା ନିଜର ଗୋଲାପି ରଂଗର ବିକିନୀ ପିନ୍ଧା ଫଟୋକୁ ସେୟାର କରିଛନ୍ତି। ଯୁବପିଢୀର ଦର୍ଶକ ଏହାକୁ କରିଛନ୍ତି ପସନ୍ଦ। ଆମୀର ଖାନଙ୍କ ଫିଲ୍ମ ମନ୍‌ରେ ଶମା ନିଜ ଜଲୱା ଦେଖାଇ ଦର୍ଶକଙ୍କୁ ଦିୱାନା କରିଦେଇଥିଲେ। ନିଜର ସୁନ୍ଦର ଫଟୋକୁ ନେଇ ସେ ବେଶ ଉତ୍ସାହିତ। ଫଟୋରେ ଲାଇକ୍‌ ଓ କମେଣ୍ଟ ଆବଢିଲେ ଶମା ବହୁତ ଖୁସି ହୁଅନ୍ତି।

ମତାମତ ଦିଅନ୍ତୁ ।