ହୀରାକୁଦ ଖୋଲିଲା ୧୬ଟି ଗେଟ୍‌

ଭୁବନେଶ୍ଵର : ଗୁରୁବାର ହୀରାକୁଦ ଡ୍ୟାମର ୧୬ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଆଜି ୧୬ଟି ଗେଟ ଖୋଲାଯିବ। ପୂର୍ବାହ୍ନ ୧୨ଟା ସୁଦ୍ଧା ୯ଟି ଗେଟ ଖୋଳା ଯାଇଥିଲା। ପରେ ଆଉ ୭ଟି ଖୋଲାଯାଇଛି। ହୀରାକୁଦ ପାଣି ଛାଡିବା ପରେ ମହାନଦୀର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି।

ମତାମତ ଦିଅନ୍ତୁ ।