୨୦ ଲକ୍ଷର ଗଞ୍ଜେଇ ସହ ୭ ଗିରଫ

କୋରାପୁଟ: ଆଜି ଲମତାପୁଟ ଛକରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୨ଟି କାରକୁ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ୍‌ ୭ ଜଣଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଲମତାପୁଟ, ମାଛକୁଣ୍ଡ ଓ ଜଲାପୁଟ ପୋଲିସ୍ ମିଳିତ ଚଢ଼ାଉ କରିଥିଲେ। ପୋଲିସ୍ ଗଞ୍ଜେଇ ସହ ୨ଟି କାରକୁ ଜବତ କରିବ ସହ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ମତାମତ ଦିଅନ୍ତୁ ।