କୋରାପୁଟ: ଆଜି ଲମତାପୁଟ ଛକରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ୨ଟି କାରକୁ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ୍ ୭ ଜଣଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଲମତାପୁଟ, ମାଛକୁଣ୍ଡ ଓ ଜଲାପୁଟ ପୋଲିସ୍ ମିଳିତ ଚଢ଼ାଉ କରିଥିଲେ। ପୋଲିସ୍ ଗଞ୍ଜେଇ ସହ ୨ଟି କାରକୁ ଜବତ କରିବ ସହ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
2020-07-07