୩ରୁ ୫ ତାରିଖ ମାଲକାନଗିରି ସଟଡାଉନ୍‌

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଏ ମଧ୍ୟରେ ସ୍ଥାନୀୟ ମାମଲା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଂକ୍ରମଣ ରୋକିବା ପାଇଁ ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାକୁ ସଟଡାଉନ୍‌ ଘୋଷଣା କରିଛି।

ମତାମତ ଦିଅନ୍ତୁ ।