୩୦ରୁ ଭୁବନେଶ୍ୱରର ୨ଟି ସ୍ଥାନରେ ମିଳିବ ଲର୍ଣ୍ଣିଂ ଲାଇସେନ୍‌ସ

ଭୁବନେଶ୍ୱର: ରାଜ୍ୟ ପରିବହନ ବିଭାଗ ତରଫରୁ ଗ୍ରାହକଙ୍କୁ ଲର୍ଣ୍ଣିଂ ଲାଇସେନ୍‌ସ ଦେବା ପାଇଁ ରାଜଧାନୀରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଭୁବନେଶ୍ୱରର ସହିଦନଗରସ୍ଥିତ ବିଏମ୍‌ସି କାର୍ଯ୍ୟାଳୟ ଓ ଓଏସ୍‌ଆରଟିସି (ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ) ପରିସରରେ ଏହି ସୁବିଧା ଉଆପଲବ୍ଧ ହେବ। ସ୍ୱତନ୍ତ୍ର ବ୍ୟବସ୍ଥା କରିଛି। ଏହି କେନ୍ଦ୍ରରୁ ଆସନ୍ତା କାଲିଠାରୁ ଅକ୍ଟୋବର ୪ ତାରିଖ ଯାଏଁ ଗ୍ରାହକମାନଙ୍କୁ ସହଜରେ ଲର୍ଣ୍ଣିଂ ଲାଇସେନ୍‌ସ ପ୍ରଦାନ କରାଯିବ।

ମତାମତ ଦିଅନ୍ତୁ ।