Breaking Newsଦେଶ-ବିଦେଶ

୩୩ଟି ଫାଇଟର ଜେଟ୍ କିଣିବାକୁ ଅନୁମତି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ୩୩ଟି ନୂଆ ଫାଇଟର ଜେଟ୍ କିଣିବାକୁ ଅନୁମତି ଦେଇଛି। ଏ ମଧ୍ୟରେ ରହିଛି ୧୨ ଏସୟୁ-୩୦ଏମକେଆଇ ଓ ୨୧ଟି ମିଗ-୨୯ ଲଢ଼ୁଆ ବିମାନ। ଏହାଛଡା ୫୯ ମିଗ-୨୯ଏସ ବିମାନକୁ ଅପଗ୍ରେଡ ପାଇଁ ଅନୁମତି ଦିଆଯାଇଛି। ବାୟୁସେନା ମୋଟ୍ ୧୮ ହଜାର ୧୪୮ କୋଟି ଟଙ୍କାର ପ୍ରସ୍ତାବକୁ ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଅନୁମୋଦନ କରାଯାଇଛି।

ମତାମତ ଦିଅନ୍ତୁ ।

Back to top button