୩ ମାସ ଯାଞ୍ଚ ହେବନି ପ୍ରଦୂଷଣ ଓ ବୀମା

ଭୁବନେଶ୍ୱର : ଆସନ୍ତା ୩ ମାସ ଯାଏ ରାଜ୍ୟରେ ଚଳାଚଳ କରୁଥିବା ଯାନବାହନ ଗୁଡ଼ିକର ପ୍ରଦୂଷଣ ଓ ବୀମା ଯାଞ୍ଚ ହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଏପରି ପଦକ୍ଷେପ ନିଆଯାଇଥିବା ଆଜି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି ଅକ୍ଟୋବର ପହିଲାରୁ ଅନଲାଇନ୍‌ରେ ପଲ୍ୟୁସନ୍‌ ସାର୍ଟିଫିକେଟ୍ ପାଇଁ ଆବେଦନ କରିହେବ।

ମତାମତ ଦିଅନ୍ତୁ ।