୧୦ରେ କୋଟିଆ ଯିବେ ପିସିସି ସଭାପତି

ଭୁବନେଶ୍ଵର : ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ଥିତି ପରଖିବା ପାଇଁ ଆସନ୍ତା ୧୦ ତାରିଖରେ କୋଟିଆ ଯିବେ। ତାଙ୍କ ସହିତ ଦଳର କିଛି ବରିଷ୍ଠ ନେତା ବୋଲି ସୂଚନା ମିଳିଛି।

କୋଟିଆକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସେଠାକାର ଲୋକଙ୍କ ସହ ଆଲୋଚନା କରିବାକୁ ପିସିସି ସଭାପତି ଯାଉଥିବା ବେଳେ ଏହି ପ୍ରସଙ୍ଗ ନେଇ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି ସରକାରଙ୍କ ଆନ୍ତରିକତା ଅଭାବରୁ ମହାନଦୀ ଭଳି କୋଟିଆ ପରିସ୍ଥିତି ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

Back to top button