୨୨ଟି ରୁଟ୍‌ରେ ଚଳାଚଳ କରିବ ‘ମୋ ବସ୍’

ଭୁବନେଶ୍ୱର : କରୋନା କଟକଣା ପାଇଁ ବନ୍ଦ ରହିଥିବା ‘ମୋ ବସ୍’ ସେବା ଆଜିଠାରୁ ସ୍ୱାଭାବିକ ହେବ। କେବଳ ୨୯କୁ ଛାଡ଼ିଦେଲେ ବାକି ୨୨ଟି ରୁଟ୍‌ରେ ସମୁଦାୟ ୧୪୪ଟି ମୋ ବସ୍ ଧାର୍ଯ୍ୟ ସମୟରେ ଚଳାଚଳ କରିବ। ପରିଚାଳନାକାରୀ ସଂସ୍ଥା କ୍ରୁଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ‘ମୋ ବସ୍’ ଉପରେ ନିର୍ଭର କରୁଥିବା ଯାତ୍ରୀମାନେ ଆଉ ଅସୁବିଧାର ସମ୍ମୁଖିନ ହେବାକୁ ପଡିବ ନାହିଁ।

ମତାମତ ଦିଅନ୍ତୁ ।