୨୪୫୨ କରୋନା ଆକ୍ରାନ୍ତ ସୁସ୍ଥହେଲେ

ଭୁବନେଶ୍ୱର : ରାଜ୍ୟରେ ଆଜି ୨୪୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ସଂଖ୍ୟା ୩୫୬୦୦୩ର ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା।

ଶୁକ୍ରବାର ତଥ୍ୟ ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୫୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୫୦, ନୂଆପଡ଼ାରୁ ୨୧୭, ଝାରସୁଗୁଡ଼ାରୁ ୧୪୫, ସମ୍ୱଲପୁରରୁ ୧୨୦, ପୁରୀରୁ ୧୧୨, ବରଗଡ଼ରୁ ୧୧୧, କଟକରୁ ୧୧୦, ବଲାଙ୍ଗିରରୁ ୧୦୯, କେନ୍ଦୁଝରରୁ ୭୪, ବାଲେଶ୍ୱରରୁ ୭୧, ଅନୁଗୋଳରୁ ୬୫, ଗଞ୍ଜାମରୁ ୫୫, ଯାଜପୁରରୁ ୪୭, ନବରଙ୍ଗପୁରରୁ ୪୩, ମୟୂରଭଞ୍ଜରୁ ୩୮, ରାୟଗଡ଼ାରୁ ୩୪, କଳାହାଣ୍ଡିରୁ ୩୧, ଭଦ୍ରକରୁ ୨୮, ସୋନପୁରରୁ ୨୫, ଦେବଗଡ଼ରୁ ୨୩, ଗଜପତିରୁ ୨୦, ଜଗତସିଂହପୁରରୁ ୧୮, କୋରାପୁଟରୁ ୧୭, ନୟାଗଡ଼ରୁ ୧୪, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୨, ମାଲକାନଗିରିରୁ ୭, ଢ଼େଙ୍କାନାଳରୁ ୪ ଓ ଷ୍ଟେଟ୍‌ ପୁଲରୁ ୮୧ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button