୩୮କୋଟି ଜିଏସଟି ଠକେଇ ଅଭିଯୋଗରେ ଛାତ୍ରଙ୍କୁ ନୋଟିସ୍

ରାଉରକେଲା : ରାଉରକେଲାରେ ପୁଣି ଜିଏସଟି ଠକେଇ ଅଭଯୋଗ। କଲେଜ ଛାତ୍ରଙ୍କ ନାଁରେ ଆସିଛି ନୋଟିସ। ଷ୍ଟାର ବିଲେଟ୍ ନାଁରେ କମ୍ପାନୀ ଖୋଲି ୩୮କୋଟି ଟଙ୍କାର ଜିଏସଟି ଠକିଥିବା ଅଭିଯୋଗ ହୋଇଛି। ରାଉରକେଲା ଜଗଦା ଅଞ୍ଚଳର ଘଟେଶ୍ଵର ବାଗ ହେଉଛନ୍ତି ଏହି ଛାତ୍ର। ଜିଏସଟି ପକ୍ଷରୁ ତାଙ୍କ ନିକଟକୁ ନୋଟିସ୍ ଆସିଥିବା ଜଣାପଡିଛି। ଛାତ୍ରଙ୍କ ନାଁ’ରେ ଏହି ଠକେଇ କିଏ କରିଛି ଖୋଳତାଡ ପରେ ଜଣାପଡିବ।

Leave a Reply

Your email address will not be published. Required fields are marked *

Back to top button