୩ ଜିଲ୍ଲାରେ ହେବ ନୂଆ ଗାଡ଼ି ପଞ୍ଜୀକରଣ

ଭୁବନେଶ୍ୱର : ସୁନ୍ଦରଗଡ଼, ରାଉରକେଲା, ନୂଆପଡ଼ା ଓ ଗଜପତି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ନୂଆ ଗାଡି ଆସନ୍ତାକାଲିଠାରୁ ରେଜିଷ୍ଟ୍ରେସନ ହେବ ଓ ଗାଡ଼ି ଶୋ’ରୁମ୍‌ ଖୋଲିବା। ଏଥିପାଇଁ ଅନୁମତି ମିଳିବ ବୋଲି ଏସଟିଏ ଟ୍ୱିଟ୍‌ କରି ସୂଚନା ଦେଇଛି। କିନ୍ତୁ ଲକ୍‌ଡାଉନ୍‌ରେ ଅନ୍ୟ ଜିଲ୍ଲାରେ ଗାଡ଼ି ଶୋ’ରୁମ୍‌ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ।

Leave a Reply

Your email address will not be published. Required fields are marked *

Back to top button