୪ ଜଣ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ ଶନିବାର ଅନସର ଗଜୱତ-ଉଲ-ହିନ୍ଦର ଚାରିଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ଦିଲ୍ଲୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏକ ବଡ଼ ଘଟଣା କରିବାକୁ ଯୋଜନା କରିଥିଲେ। ଏହାପୂର୍ବରୁ ପୋଲିସ ହାତରେ ଧରାପଡିଛନ୍ତି। ସେମାନକ ନିକଟରୁ ଚାରିଟି ପିସ୍ତଲ ଓ ୧୨୦ଟି କାର୍ଟ୍ରିଜ ଉଦ୍ଧାର କରାଯାଇଛି।

ମତାମତ ଦିଅନ୍ତୁ ।