୪ ବରିଷ୍ଠ ବିଜେଡି ନେତାଙ୍କୁ ପିପିଲି ଉପନିର୍ବାଚନ ଦାୟିତ୍ୱ

ଭୁବନେଶ୍ୱର : ପିପିଲି ପିପିଲି ଉପନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ଆରମ୍ଭ ହୋଇଛି। ବାଜି ଜିତିବା ପାଇଁ ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଏହିଭଳି ସମୟରେ ବିଜେଡ଼ି ଦଳର ୪ ଜଣ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି। ଏହି ନେତାମାନେ ହେଲେ ଦେବୀ ମିଶ୍ର, ସଂଜୟ ଦାଶ ବର୍ମା, ପ୍ରତାପ ଦେବ ଓ ମହେଶ୍ୱର ମହାନ୍ତି। ଏହି ୪ ନେତା ପିପିଲିରେ ରହି ଦଳର ଉପନିର୍ବାଚନା ପରିଚାଳନାରେ ସହଯୋଗ କରିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button