୬ ନିଶାଦିଆ ଲୁଟେରା ଗିରଫ

0

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରୁ ୬ଜଣ ନିଶାଦିଆ ଲୁଟେରାଙ୍କୁ କମିସନରେଟ ପୋଲିସ ଗିରଫ କରିଛି। ଏମାନେ ଯାତ୍ରୀଙ୍କ ସହିତ ପ୍ରଥମେ ବନ୍ଧୁତା ତା’ପରେ ନିଶା ଦେଇ ଲୁଟ୍ କରୁଥିଲେ।

ପୋଲିସ ଗିରଫ କରିଥିବା ୬ଜଣ ଲୁଟେରାଙ୍କ ମଧ୍ୟରେ ଜଣେ ଔଷଧ ଦୋକାନୀ ଥିବା ଜଣାପଡିଛି। ଦୋକାନୀ ଜଣଙ୍କ ଲୁଟେରାଙ୍କୁ ନିଶା ଔଷଧ ଯୋଗାଉଥିବା ଅଭିଯୋଗ ରହିଛି। ଲୁଟେରାଙ୍କ ଠାରୁ ଗୋଟିଏ ବାଇକ୍ ଓ ୪୦ଗ୍ରାମ ସୁନା ଜବତ କରାଯାଇଛି।

Leave A Reply

Your email address will not be published.