Thu. Jan 23rd, 2020

ବ୍ରହ୍ମଗିରି :୧୦ ବଖରା ଜଳିଗଲା

ଭୁବନେଶ୍ଵର : ଗତକାଲି ବିଳମ୍ୱିତ ରାତିରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ୫ଟି ପରିବାରର ପ୍ରାୟ ୧୦ ବଖରା ଘର ପୋଡ଼ି ଯାଇଛି।ନଷ୍ଟ ହୋଇ ଯାଇଛି ଘରର ଆସବାବ ପତ୍ର, ଟଙ୍କା ଓ ଚାଉଳ। ୧୦ଟି ଗୋରୁ ମଧ୍ୟ ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ନିଆଁ ଲାଗିଲାବାର କାରଣ ଜଣାପଡି ନାହିଁ।

Leave a Reply

Your email address will not be published. Required fields are marked *