Sun. Jan 26th, 2020

ପୁରୀ ଗଣଦୁଷ୍କର୍ମ ଘଟଣାରେ ଦମ୍ପତି ଗିରଫ

ଭୁବନେଶ୍ଵର : ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଜି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏକ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଆରକ୍ଷୀ ଅଧୀକ୍ଷକ ଡକ୍ଟର ଉମାଶଙ୍କର ଦାଶ। ଦମ୍ପତିଙ୍କ ନାମ ରଂଜିତ ପରିଡ଼ା ଓ ସୌମ୍ୟା ଶେଫାଳିକା ପରିଡ଼ା। ଏଦୁହେଁ ପୀଡ଼ିତାଙ୍କୁ ଭୁବନେଶ୍ଵରରୁ ପୁରୀ ଆଣିଥିଲେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *