Sun. Jan 26th, 2020

ବଳାତ୍କାରୀଙ୍କୁ ୨୧ ଦିନରେ ମିଳିବ ଫାଶୀ, ଆନ୍ଧ୍ର ସରକାର ଆଣିବେ ବିଧେୟକ

ନୂଆଦିଲ୍ଲୀ : ବଳାତ୍କାରୀକୁ ୨୧ ଦିନ ମଧ୍ୟରେ ଫାଶୀ ଦଣ୍ଡ ଦିଆଯିବ। ଆନ୍ଧ୍ର ପ୍ରଦେଶର ଜଗନମୋହନ ରେଡ୍ଡୀ ସରକାର ଏନେଇ ଏକ ବିଲ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହି ବିଲକୁ ଡିସେମ୍ୱର ୧୧ ତାରିଖରେ ବିଧାନସଭାରେ ଆଗତ କରାଯିବ ବୋଲି ଜଣାପଡିଛି। ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ ହାଇଦ୍ରାବାଦର ପ୍ରାଣୀ ଚିକିତ୍ସୟକଙ୍କ ସହ ହୋଇଥିବା ଗଣ ବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କ ଏନକାଉଣ୍ଟରକୁ ନେଇ ତେଲଙ୍ଗାନା ପୋଲିସକୁ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *