Wed. Jan 29th, 2020

ମୋବାଇଲ ଫୋନ୍ ଟ୍ରାକ୍ ସମ୍ପର୍କରେ ସୂଚନା ଦେବ ଏଇ ୪ଟି କୋଡ୍

ଆପଣଙ୍କ ମୋବାଇଲ ଫୋନ୍ କେହି ଟ୍ରାକ୍ କରୁଛି କି ? ଏବେ ସ୍ମାର୍ଟଫୋନ୍ ୟୁଜର୍ସମାନେ ଏହାର ସୂଚନା ପାଇପାରିବେ। ସେହିପରି ଡିଭାଇସକୁ କେହି ଟ୍ରାକ୍ କରି କଲକୁ କେଉଁଠିକୁ ଫରଓ୍ବାର୍ଡ କରାଯାଉଛି ଏହା ଜାଣିବା ପାଇଁ ଏହି ୪ଟି କୋଡ୍ ବ୍ୟବହାର କରିବାକୁ ପଡିବ।

କୋଡ୍ ##୦୦୨# : ଏହି କୋଡ୍ ସ୍ମାର୍ଟଫୋନ୍ ପାଇଁ ଖୁବ୍ ଜରୁରୀ। ଏହା ସହାୟତାରେ ଆପଣ କୌଣସି ଫୋନର ସମସ୍ତ ଫରୱାର୍ଡକୁ ଡି-ଆକ୍ଟିଭ କରିପାରିବେ। ଯଦି ଆପଣଙ୍କୁ ଲାଗୁଛି, ଆପଣଙ୍କ କଲ୍ କେଉଁଠିକୁ ଡାଇଭର୍ଟ ହେଉଛି ତେବେ ଆପଣ ଏହି କୋଡକୁ ଡାଏଲ କରି ଡାଇଭର୍ଟକୁ ବନ୍ଦ କରିପାରିବେ।

କୋଡ୍ *#*୪୬୩୬# : ଏହି କୋଡ୍ ସାହାର୍ଯ୍ୟରେ ଆପଣ ନିଜର ଫୋନ ସମ୍ପର୍କରେ ସବୁ ପ୍ରକାର ସୂଚନା ପାଇ ପାରିବେ। ଫୋନରେ କେଉଁ ବ୍ୟାଟେରି ରହିଛି ? ୱାଇ-ଫାଇ କନେକ୍ସନ ଟେଷ୍ଟ, ଫୋନର ମଡେଲ ସମ୍ପର୍କରେ ଜଣାପଡିବ। ତେବେ ଏହାକୁ ଡାଏଲ କଲେ ଚାର୍ଜ ପଡିବ ନାହିଁ।

କୋଡ୍ *#୨୧# : ଭେଫାନରେ ଏହି କୋଡ୍ ଡାଏଲ କଲେ ସହଜରେ ଜାଣିହେବ କେହି ଆପଣଙ୍କ ମେସେଜ୍, କଲ୍ କିମ୍ବା ଡାଟାକୁ ଅନ୍ୟ ସ୍ଥାନକୁ ଡାଇଭର୍ଟ କରି ଦେଉଛି କି ନାହିଁ। ଯଦି ଆପଣ କଲ୍ କେଉଁଠିକୁ ଡାଇଭର୍ଟ କରାଯାଉଛି ତେବେ କୋଡ୍ ସାହାଯ୍ୟରେ ନମ୍ବର ସହିତ ପୁରା ଡିଟେଲ ଆପଣଙ୍କୁ ମିଳିଯିବ। ଏପରିକି କଲ୍ ଡାଇଭର୍ଟ କରାଯାଉଥିବା ନମ୍ବରର ଠିକଣା ମଧ୍ୟ ମିଳିଯିବ।

କୋଡ୍ ##୦୦୨# : ଏହି କୋଡ୍ ସହାୟତାରେ ଆପଣ କୌଣସି ଫୋନର ସମସ୍ତ ଫରୱାର୍ଡକୁ ଡି-ଆକ୍ଟିଭ କରିପାରିବେ। ଯଦି ଆପଣର ମାନେ ହେଉଛି ଆପଣଙ୍କ କଲ୍ କେଉଁଠିକୁ ଡାଇଭର୍ଟ ହେଉଛି ତେବେ ଆପଣ ଏହି କୋଡକୁ ଡାଏଲ କରି ଡାଇଭର୍ଟକୁ ବନ୍ଦ କରିପାରିବେ।

Leave a Reply

Your email address will not be published. Required fields are marked *