Wed. Jan 29th, 2020

ଆଇଏଏସ ବିଜୟ କେତନଙ୍କ ଜାମିନ ନାମଞ୍ଜୁର

ଭୁବନେଶ୍ୱର :  ଆଇଏଏସ ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ୍ ବିଜୟଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। ସୂଚନାନୁସାରେ ୨୦୦୯ ବ୍ୟାଚର ଆଇଏଏସ ବିଜୟ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବେଳେ ବିଲ ପାସ ପାଇଁ ଏଲ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡିଥିଲେ। ଏହାପରେ ତାଙ୍କୁ ଚାକିରୀରୁ ସସପେଣ୍ଡ୍ ମଧ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *