Wed. Feb 19th, 2020

ସେନାକୁ ସଫଳତା: ୩ ଜୈଶ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀ ଆତଙ୍କବାଦ ନିରୋଧ ଅଭିଯାନକୁ ଜୋରଦର କରିଛି। ସେହି କ୍ରମରେ ଆଜି ଅବନ୍ତିପୁରାରେ ଜମ୍ମୁ-କାଶ୍ମୀର ପୋଲିସ ଏକ ଅପରେସନରେ ଜୈଶ-ଏ-ଅହମ୍ମଦର ୩ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହୋଇଛନ୍ତି। ଦୁଇଦିନ ପୂର୍ବରୁ ସେନା ଜୈଶର ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀକୁ ନିପାତ କରିଥିଲା। ଏହି ଆତଙ୍କବାଦୀ ଘାଟିରେ ବିଭିନ୍ନ ଯୁବକଙ୍କୁ ସଙ୍ଗଠନରେ ସାମିଲ କରିବା ସହ ସାଧାରଣ ଲୋକଙ୍କୁ ଘାଟିରୁ ବାହାରିବା ପାଇଁ ଧମକ ଦେଉଥିଲା।

Leave a Reply

Your email address will not be published. Required fields are marked *