Wed. Feb 19th, 2020

ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ୪ ଗିରଫ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଛାତ ଭୁଶୁଡ଼ିବା ଘଟଣାରେ ଠିକାଦାର ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଠିକାଦାର ଦିଲ୍ଲୀପ କନଷ୍ଟ୍ରସନ ମୁଖ୍ୟ ଦିଲ୍ଲୀପ ଖଟେଇ, ଏୟାରପୋର୍ଟ ଅଥରିଟି ଅପ୍‌ ଇଣ୍ଡିଆର ଏଜିଏମ୍‌ ଆଶିଷ ସରକାର, ନିର୍ମାଣ କାମରେ ନିୟୋଜିତ ଦୁଇ ଇଞ୍ଜିନିୟର ଅଭିଳାଶ ସରକାର ଓ ଗୌତମ ରାୟଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *