Wed. Feb 19th, 2020

ସୁନା ଓ ରୂପା ଦାମ୍ କାମିଲା

ନୂଆଦିଲ୍ଲୀ : ସୁନା ଓ ରୂପା ଦର କମିଲା। ଦିଲ୍ଲୀ ସର୍ରଫା ବଜାରରେ ସୋମବାର ପ୍ରତି ୧୦ ଗ୍ରାମ ସ୍ୱର୍ଣ୍ଣଳଙ୍କାର ୪୧ ହଜାର ୪୫୬ ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ଆଜି ୧୬୨ ଟଙ୍କା ହ୍ରାସ ହୋଇଛି। ଏବେ ପ୍ରତି ୧୦ ଗ୍ରାମର ଦାମ ରହିଛି ସୁନାଦର ୪୧ହଜାର ୨୪୯ ଟଙ୍କା। ସେହିପରି ରୂପାର ପ୍ରତି କେଜି ପ୍ରତି ଦରରେ ୬୫୭ ଟଙ୍କା ହ୍ରାସ ପାଇଛି। ମଙ୍ଗଳବାର ଦର ହୋଇଛି ୪୭ ହଜାର ୫୨୭ଟଙ୍କା।

Leave a Reply

Your email address will not be published. Required fields are marked *