Wed. Feb 26th, 2020

ବସ୍‌ରେ ମହିଳାଙ୍କ ସିଟ୍‌ରେ ପୁରୁଷ ବସିଲେ ତଣ୍ଡ

ଭୁବନେଶ୍ୱର : ବସ୍‌ରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ରେ ପୁରୁଷ ବସିପାରିବେ ନାହିଁ। ବସିଲେ ଜରିମାନା ଗଣିବାକୁ ପଡିବ। ୫ଟି ବସ୍ ମାଲିକ ସଂଘକୁ ନେଇ କମିଶନରେଟ୍ ପୋଲିସ୍‌ ପୋଲିସ ଭବନରେ କରିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାଛଡା ବୈଠକରେ ନିଷ୍ପତ୍ତି ହୋଇଛି ମହିଳାଙ୍କ ସୁରକ୍ଷା ପାଇଁ ବସ୍‌ରେ ଏକ ଏମରଜେନ୍ସି ଫୋନ୍ ନମ୍ବର ରହିବ। ଏସ୍‌ପିଓ ହ୍ୱାଟ୍ସ ଆପ୍ ଗ୍ରୁପ୍‌ରେ ଜଣେ ମହିଳା କର୍ମଚାରୀଙ୍କୁ ଆଡ୍ କରାଯିବ।

Leave a Reply

Your email address will not be published. Required fields are marked *