Sun. Feb 23rd, 2020

ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇଁ ଏସବୁ କରନ୍ତୁ

ଅନେକ ଅଣ୍ଟା ଯନ୍ତ୍ରଣା କଥା କହନ୍ତି। ଏହାକୁ ନେଇ ଡାକ୍ତରଙ୍କ ପରାମର୍ଶ କରି ସେବନ କରନ୍ତି ଔଷଧ। କେତେକ ସାଧାରଣ ଚିକିତ୍ସାକୁ ଓ ଯୋଗକୁ ଦିଅନ୍ତି ଗୁରୁତ୍ଵ। କିନ୍ତୁ ନେଇ ଚିନ୍ତିତ। ଏହି ଯନ୍ତ୍ରଣାରୁ ମୁକ୍ତି ପାଇଁ କେତୋଟି ପ୍ରତି ଧ୍ୟାନ ଦେବା ଜରୁରୀ।

୧- ଅଧିକ ମୋଟା ଗଦିରେ ବସନ୍ତୁ ନାହିଁ।

୨- କାର୍ଯ୍ୟାଳୟରେ ଏପରି ବସନ୍ତୁ ଯେମିତି ଆରାମ ଲାଗିବ। ଅଣ୍ଟା ଉପରେ ଚାପ ପଡ଼ିବ ନାହିଁ।

୩- ସିଟ୍‌ରେ ଦୀର୍ଘସମୟ ପର୍ଯ୍ୟନ୍ତ ନ ବସି ମଝିରେ ମଝିରେ ଉଠି ଚଲାବୁଲା କରନ୍ତୁ।

୪- ସିଟ୍‌ରୁ ଉଠିବା ସମୟରେ ହଠାତ୍‌ ନ ଉଠି ସତର୍କତାର ସହ ଉଠନ୍ତୁ।

୫- ଗାଡ଼ି ଚଳାଇବା ସମୟରେ ୯୦ ଡିଗ୍ରୀରେ ବସି ଗାଡ଼ି ଚଲାନ୍ତୁ।

୬- ଅଣ୍ଟାକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ ବ୍ୟାୟାମ କରନ୍ତୁ।

୭- ଯଦି ଅଣ୍ଟାଜନିତ ଆଉ କିଛି ସମସ୍ୟା ରହିଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

Leave a Reply

Your email address will not be published. Required fields are marked *