Sun. Feb 23rd, 2020

ବିଦ୍ୟୁତ୍‌ ତାର ଛିଣ୍ଡି ବାଇକ୍‌ ଜଳିଗଲା

ଭୁବନେଶ୍ଵର : ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ ଗୁଆଁଳ ନିକଟରେ ଆଜି ସକାଳେ ଏକ ଅଘଟଣ ଘଟିଛି। ବାଇକ୍‌ରେ ଦାଦା-ପୁତୁରା ବଜାରକୁ ଯାଉଥିବା ବେଳେ ଗୁଆଁଳ ନିକଟରେ ସେମାନଙ୍କ ଉପରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିବାରୁ ବାଇକ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ସୌଭାଗ୍ୟବଶତଃ ଦାଦା-ପୁତୁରା ଏକ ବଡ଼ ଧରଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉଭୟ ସାମାନ୍ୟ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *