Sun. Feb 23rd, 2020

୫୪ ଆସନରେ ଆପ୍‌, ୧୫ଟିରେ ବିଜେପି ଆଗୁଆ

ନୂଆଦିଲ୍ଲୀ : ଦିଲ୍ଲୀରେ ଆମ ଆଦମି ପାର୍ଟି (ଆପ) ଆଗକୁ ବାଢୁଛି। ମୋଟ ୭୦ଟି ଆସନରୁ ଆପ ୫୫ରେ ଓ ବିଜେପି ୧୫ଟି ଆସନରେ ଆଗୁଆ ରହିଛି। ଭାରତୀୟ ନିର୍ବାଚନ ଆୟୋଗର ତଥ୍ୟ ଅନୁସାରେ ଆପ ୫୦ ଟି ଆସନରେ ଆଗୁଆ ଥିବାବେଳେ ବିଜେପି ୧୯ଟି ଆସନରେ ଆଗୁଆ ରହିଛି। ଏପର୍ଯ୍ୟନ୍ତର ଗଣତି ଅନୁସାରେ ଆପ ପ୍ରାୟ ୫୧ ପ୍ରତିଶତ ଓ ବିଜେପି ୪୦.୪୪ ପ୍ରତିଶତ ଭୋଟ ପାଇଛି। କଂଗ୍ରେସକୁ ମିଳିଛି ମାତ୍ର ୪.୨୭ ପ୍ରତିଶତ ଭୋଟ।

Leave a Reply

Your email address will not be published. Required fields are marked *