Wed. Feb 26th, 2020

୧୮ରୁ ତାପାମାତ୍ରା ବଢ଼ିବ

ଭୁବନେଶ୍ଵର : ଆସନ୍ତା ୧୮ ତାରିଖରୁ ରାଜ୍ୟରେ ତାପାମାତ୍ରା ବଢ଼ିବ। ୧୬ ତାରିଖରେ ଖୋର୍ଦ୍ଧା, ପୁରୀ, କଟକ ଓ ଜଗତସିଂପୁର ଜିଲ୍ଲାର କେତେକ ସ୍ଥାନରେ ହେବ ଘନ କୁହୁଡ଼ି। ୧୭ ତାରିଖର ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଭଦ୍ରକ ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବନୁମାନ କରିଛି। ଏହାଛଡା କୁହୁଡ଼ି ସମ୍ଭାବନା ରହିଥିବା ଜିଲ୍ଲା ଗୁଡିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *