Fri. Feb 21st, 2020

ବିଜେପିରେ ସାମିଲ ହେଲେ ମହାରାଷ୍ଟ୍ରର କଂଗ୍ରେସ ନେତା ହର୍ଷବର୍ଦ୍ଧନ ପାଟିଲ

ନୂଆଦିଲ୍ଲୀ : ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ନେତା ହର୍ଷବର୍ଦ୍ଧନ ପାଟିଲ ବୁଧବାର ବିଜେପିରେ ସାମିଲ ହୋଇଛନ୍ତି। ସେ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ। ଦକ୍ଷିଣ ମୁମ୍ୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ଉପସ୍ଥିତିରେ ପାଟିଲ ବିଜେପିରେ ମିଶିଥିଲେ। ଶ୍ରୀ ପାଟିଲ ପୁନେ ଜିଲ୍ଲାର ଇନ୍ଦାପୁର ଆସନରୁ ଚାରିଥର ବିଧାୟକ ହୋଇଥିଲେ।

Leave a Reply

Your email address will not be published. Required fields are marked *