Fri. Feb 21st, 2020

୨୮ରେ ନୌସେନାରେ ସାମିଲ ହେବ ଆଇଏନଏସ ଖଣ୍ଡେରୀ

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ଭାରତର୨ୟ ସ୍କରପିନ କ୍ଲାସ ଲଢୁଆ ବୁଡ଼ାଯାହାଜ ଆଇଏନଏସ ଖଣ୍ଡେରୀ ଭାରତୀୟ ନୌସେନାରେ ସାମିଲ ହେବ। ମୁମ୍ବାଇଠାରେ ଏକ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ଅବସରରେ ନୌସେନା ମୁଖ୍ୟ ଉପସ୍ଥିତ ରହିବେ। ଉଭୟ ଡିଜେଲ ଓ ବିଦ୍ୟୁତ ଚାଳିତ ଏହି ବୁଡାଜାହାଜକୁ ମୁମ୍ବାଇର ମାଜଗାଁଓ ସିପବିଲଡର୍ସ ପକ୍ଷରୁ ନିର୍ମାଣ କରାଯାଇଛି।

Leave a Reply

Your email address will not be published. Required fields are marked *