ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ନରସିଂହ ଭୋଳ କେନ୍ଦ୍ରାଞ୍ଚଳର ଆଇଜି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ହିମାଂଶୁଲାଲଙ୍କୁ ମିଳିଛି ପୂର୍ବାଞ୍ଚଳ ଆଇଜି ଦାୟିତ୍ଵ।

ସେହିପରି ଦିପକ କୁମାର ଉତ୍ତରାଞ୍ଚଳର ଡିଆଇଜି ଦାୟିତ୍ୱ ସମ୍ଭାଳିବେ। ରାଜକିଶୋର ପାଇକରାୟଙ୍କର ଦେବଗଡ ଏସପି ଭାବେ ହୋଇଥିବା ବେଳେ ଦୀପ୍ତେଶ କୁମାର ପଟ୍ଟନାୟକ ଜେଲ ବିଭାଗର ଆଇଜି ହୋଇଛନ୍ତି। ଡି.ପି ତ୍ରିପାଠୀ କଟକ ରେଲୱେର ଏସପି ଭାବେ ନିଯୁକ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button