ଆଜିଠାରୁ ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ

ଖୋର୍ଦ୍ଧା : ଉତ୍କଳ ଦିବସଠାରୁ ଖୋର୍ଦ୍ଧା ଜିଲ୍ଲାରେ ସବୁ ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ଏଥିପାଇଁ ପ୍ରଥମେ ସଚେତନତା ସୃଷ୍ଟି କରାଯିବ। ପରେ ଖିଲାପ କଲେ ଗ୍ରହଣ କରାଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ। ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟର ନାମଫଳକ ଓଡ଼ିଆରେ ଲେଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button