ଆସନ୍ତା ମାସରେ ୧୨ ଦିନ ବ୍ୟାଙ୍କ୍‌ ବନ୍ଦ

0

ନୂଆଦିଲ୍ଳୀ : ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଛୁଟି ତାଲିକା ଅନୁଯାୟୀ ମେ ମାସର ବ୍ୟାଙ୍କ୍‌ କାରବାର ୧୨ ଦିନ ବନ୍ଦ ରହିବ। ଏହି ଛୁଟି ଗୁଡିକ ମଧ୍ୟରେ ମେ ପହିଲା ଶ୍ରମିକ ଦିବସ ରହିଛି। ସେହିପରି ୭ ତାରିଖରେ ଜୁମାତ୍-ଉଲ୍-ଭିଦା ପାଇଁ ବ୍ୟା‌ଙ୍କିଂ ବନ୍ଦ ରହିବ। ୧୩ ତାରିିଖରେ ରମଜାନ। ୧୪ ତାରିଖରେ ଭଗବାନ୍ ଶ୍ରୀ ପର୍ଶୁରାମ ଜୟନ୍ତୀ, ରମଜାନ-ଇଦ୍, ବାସଭା ଜୟନ୍ତୀ ଓ ଅକ୍ଷୟ ତୃତୀୟା ପାଇଁ ବ୍ୟାଙ୍କ୍‌ ଛୁଟି।

ଏହାବ୍ୟତୀତ ମାସର ଦ୍ଵିତୀୟ ଓ ୪ର୍ଥ ଶନିବାର ୮ ତାରିଖ ଓ ୨୨ ତାରିଖ ଛୁଟି। ମେ’ ୨, ୯, ୧୬, ୨୩ ଓ ତାରିଖ ରବିବାର ପଡୁଛି। ଏହି ଦିନ ଗୁଡ଼ିକ ଛୁଟି ଥିବାରୁ ବ୍ୟାଙ୍କ ବନ୍ଦ ରହିବ।

Leave A Reply

Your email address will not be published.