Breaking Newsଦେଶ-ବିଦେଶ

ଆୟୁଷ ଡାକ୍ତରଙ୍କୁ କରୋନା ଔଷଧ ଲେଖିବାକୁ ଅନୁମତି

ନୂଆଦିଲ୍ଲୀ : ‌କରୋନା ମୁକାବିଲା ପାଇଁ ଟାବଲେଟ ଓ ମିଶ୍ରଣ ପ୍ରଦାନ କରିବା ପାଇଁ ଆୟୁଷ ଡାକ୍ତର ଓ ହୋମିଓପାଥି ଡାକ୍ତରମାନଙ୍କୁ ସୁପ୍ରିମ୍‌କୋର୍ଟ ଅନୁମତି ଦେଇଛନ୍ତି। କେବଳ ଯୋଗ୍ୟ ଆୟୁଷ ଡାକ୍ତର ଓ ହୋମିଓପାଥି ଡାକ୍ତରମାନେ କୋଭିଡ୍‌-୧୯ ଇମ୍ୟୁନିଟି ବୁଷ୍ଟର୍ ଭାବେ ସରକାରୀ ଅନୁମୋଦିତ ଟାବଲେଟ ଓ ମିଶ୍ରଣ ଦେଇପାରିବେ। କିନ୍ତୁ ଏହି ଔଷଧକୁ କୋଭିଡ୍‌-୧୯ର ଉପଶମ ଔଷଧର ନାମ ଦେଇ ବିଜ୍ଞାପନ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।

ମତାମତ ଦିଅନ୍ତୁ ।

Back to top button