About Us

ଯୁଗ ବଦଳୁଛି । ବଦଳୁଛି ଯୁବପିଢିଙ୍କ ରୁଚି । ଡିଜିଟାଲ ମିଡିଆର ଚାହିଦା ବଢିଛି । ଏହାକୁ ଦୃଷ୍ଟିରେ ରଖି ଆମେ ଓଡିଶାର ସାଧାରଣ ଲୋକଙ୍କ ସ୍ଵର ଡିଜିଟାଲ ଗଣମାଧ୍ୟମ ଜରିଆରେ ସବୁ ସ୍ତରରେ ପହଞ୍ଚାଇବା ପାଇଁ ଓଡିଆ ନ୍ୟୁଜ୍ ପୋର୍ଟାଲ JANATAKHABAR.IN କୁ ମାଧ୍ୟମ କରିବାକୁ ନିଷ୍ପତ୍ତି ନେଇଥିଲୁ । ସେଦିନ ଥିଲା { ୨୦୧୭ ଜୁନ୍ ୨୫ } ଶ୍ରୀଗୁଣ୍ଡିଚା ବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା । ସେହିଦିନ ଠାରୁ ଜନତା ଖବର ତାର ଦାୟିତ୍ଵ ତୁଲାଇ ଆସୁଛି । ଆମେ କାଳିଆ ଠାକୁରଙ୍କ କୃପାରୁ ଲକ୍ଷ୍ୟରେ କିଛିଟା ସଫଳ ହୋଇଛୁ । ପାଠକ ଜନତା ଖବର ମାଧ୍ୟମରେ ପ୍ରସାରିତ ଖବରକୁ ପସନ୍ଦ କରୁଛନ୍ତି । ଏହା ଆମକୁ କେବଳ ଉତ୍ସାହିତ କରିନାହିଁ ବରଂ ଲକ୍ଷ୍ୟପଥରେ ଆଗକୁ ଯିବାକୁ ବାଟ ଦେଖାଉଛି । ଆଗକୁ ମଧ୍ୟ ଜନତାଙ୍କ ସମସ୍ୟ ସଠିକ୍ ଭାବେ ଉପସ୍ଥାପିତ କରିବାରେ ଆମେ କୁଣ୍ଠାବୋଧ ହେବୁ ନାହିଁ । ଏହି ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ ।

Back to top button