ଶୁକ୍ରବାରୁ ବନ୍ଦ ରହିବ ଏମ୍‌ସ ଓପିଡି

ଭୁବନେଶ୍ୱର : ଆସନ୍ତା କାଲିଠାରୁ ଭୁବନେଶ୍ୱର ଏମ୍‌ସ ଓପିଡି ବନ୍ଦ ରହିବ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍‌ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି। ସେ କହିଛନ୍ତି ଏମ୍‌ସର କିଛି କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାରୁ କର୍ମଚାରୀର ଅଭାବ ଦେଖାଦେଇଛି। ସେଥିପାଇଁ ଓପିଡି ବନ୍ଦ ରହିବ।

ମତାମତ ଦିଅନ୍ତୁ ।