ଅନୁଗୁଳ ଓ ତାଳଚେର ମ୍ୟୁନିସିପାଲଟି ସଟଡାଉନ୍

ଅନୁଗୁଳ : ଅନୁଗୋଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଅନୁଗୋଳ ଓ ତାଳଚେର ମ୍ୟୁନିସିପାଲଟିକୁ ଆଜିଠାରୁ ୩ ଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି। ଏହି କଟକଣା ଆସନ୍ତା ୨୬ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

Leave a Reply

Your email address will not be published. Required fields are marked *

Back to top button