ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଖୋନ୍ସା ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ‘ନ୍ୟାସ୍ନାଲ୍ ସୋସିଆଲିଷ୍ଟ୍ କାଉନ୍ସିଲ୍ ଅଫ୍ ନାଗାଲାଣ୍ଡ୍’ (ଏନ୍ଏସ୍ସିଏନ୍- ଆଇଏମ୍)ର ଅନ୍ୟୂନ ୬ଜଣ କ୍ୟାଡେଟ୍ ନିହତ ହୋଇଛନ୍ତି। ଆଜି ପ୍ରତ୍ୟୁଷରେ ଘଟିଥିବା ଏହି ଗୁଳି ବିନିମୟରେ ଆସାମ ରାଇଫଲ୍ର ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି।
2020-07-11