ମସଜିଦ ଭିତରେ ନାବାଳିକାକୁ ଦୁଷ୍କର୍ମ

ନୂଆଦିଲ୍ଲୀ : ମସଜିଦ ଭିତରେ ଜଣେ ନାବାଳିକାକୁ ଦୁଷ୍କର୍ମ। ଉତ୍ତର ପୂର୍ବ ଦିଲ୍ଲୀର ଏହି ଲଜ୍ଜାଜନକ ଘଟଣା ଘଟିଛି। ଅଭିଯୁକ୍ତ ସେହି ମସଜିଦର ୪୭ ବର୍ଷୀୟ ମୌଲାନା।

ଖବର ଅନୁଯାୟୀ ରବିବାର ଏହି ଘଟଣା ଘଟିଥିବା ପୋଲିସ କହିଛି। ମସଜିଦରେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇବା ପରେ ପୋଲିସ ଏତଲା ଦେବାପରେ ପରେ ନାବାଳିକାର ମେଡିକାଲ ପରୀକ୍ଷା କରାଯାଇଛି।

ପରିବାର ଲୋକଙ୍କ ଅଭିଯୋଗ ଝିଅ ମସଜିଦ ପାଖରେ ଖେଳୁଥିବା ବେଳେ ଶୋଷ ଲାଗିବାରୁ ପାଣି ପିଇବାକୁ ମସଜିଦ ଭିତରକୁ ଯାଇଥିଲା। ସେଠାରେ ମୌଲନା ତାଙ୍କ ଝିଅ ସହିତ କୁତ୍ସିତ କାରନାମା କରିଛି। ପୋଲିସ ମୌଲାନାଙ୍କୁ ଗିରଫ କରି ଜେଲ ପଠାଇଛି।

Leave a Reply

Your email address will not be published. Required fields are marked *

Back to top button