ଅଟୋ ଡେବିଟ୍ ପେମେଣ୍ଟ ନିୟମ ତାରିଖ ଘୁଞ୍ଚିଲା

ନୂଆଦିଲ୍ଲୀ : ଏପ୍ରିଲରୁ ଲାଗୁ ହେବାକୁ ଥିବା ଅଟୋ ଡେବିଟ୍‌ ପେମେଣ୍ଟ ନିୟମର ତାରିଖ ଅବଧିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବୃଦ୍ଧି କରିଛନ୍ତି। ଦେଶରେ ଏହି ନିୟମ ସେପ୍ଚେମ୍ବର ୩୦ ଲାଗୁ ହେବ।

ଆରବିଆଇର ନୂଆ ନିୟମ ଡେବିଟ୍ ଓ କ୍ରେଡିଟ କାର୍ଡ ଟ୍ରାଞ୍ଜାକ୍ସନର ସୁରକ୍ଷା ଓ ସୁବିଧା ପାଇଁ କରାଯାଉଛି। ବ୍ୟାଙ୍କମାନେ ଆଡିସନାଲ ଫ୍ୟାକ୍ଟର ଅଥେଣ୍ଟିକେସନ ନିୟମକୁ ପୁରାପୁରି ଲାଗୁ କରିନଥିବାରୁ ଆସନ୍ତା ସେପ୍ଟେମ୍ବର ୩୦ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *

Back to top button