ବଚନସୁଧା ହତ୍ୟା : ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

0

ଭୁବନେଶ୍ଵର : ରସୁଲଗଡ଼ ବଚନସୁଧା ହତ୍ୟାକାଣ୍ଡ ମାମଲାରେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ରାୟ ଶୁଣାଣି କରିଛନ୍ତି ଖୋର୍ଦ୍ଧା ଜିଲା ଦୌରାଜଜ୍।

୨୦୧୩ ଅଗଷ୍ଟ ୧୧ ତାରିଖରେ ସୁରକ୍ଷାକର୍ମୀ ଦୀପ୍ତି ରଞ୍ଜନ ପଟ୍ଟନାୟକ ବଚନସୁଧା ପଟ୍ଟନାୟକଙ୍କୁ ବୀଭତ୍ସ ହତ୍ୟା କରିଥିଲା। ୧୮ ଜଣ ସାକ୍ଷ୍ୟ ପ୍ରମାଣ ୪୮ଟି ଘଟଣାସ୍ଥଳରେ ମିଳିଥିବା ସାମଗ୍ରୀକୁ ଅନୁଧ୍ୟାନ କରିବା ପରେ କୋର୍ଟ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ହତ୍ୟା ପରେ ବଚନସୁଧାଙ୍କ ସୁନା ଚେନକୁ ତାଙ୍କ ପ୍ରେମିକାକୁ ଗିଫ୍ଟ ଦେଇଥିଲା।

Leave A Reply

Your email address will not be published.